അർത്ഥം : ଗତିକୁ ଆଣିବା ବା ଗତିଶୀଳ କରିବା
ഉദാഹരണം :
ସେ ବନ୍ଦ ହୋଇଯାଇଥିବା ଯନ୍ତ୍ରକୁ ଚଳାଇଲେ
പര്യായപദങ്ങൾ : ଚାଲୁକରିବା, ଚାଳିତକରିବା
മറ്റ് ഭാഷകളിലേക്കുള്ള വിവർത്തനം :
गति में लाना या गतिशील करना।
उसने बंद पड़े यंत्र को चलाया।അർത്ഥം : ଅସ୍ତ୍ରଶସ୍ତ୍ରଆଦିର ବ୍ୟବହାର କରିବା
ഉദാഹരണം :
ରାମ ରାବଣ ଉପରେ ଅମୋଘ ଅସ୍ତ୍ର ଚଳାଇଲେ
പര്യായപദങ്ങൾ : ପ୍ରୟୋଗ କରିବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ସଞ୍ଚାଳନ କରିବା
ഉദാഹരണം :
ଆପଣ ଫୋନର ସଞ୍ଚାଳନ କରନ୍ତୁ
പര്യായപദങ്ങൾ : ଚଲାଇବା, ପ୍ରବର୍ତ୍ତନ କରିବା, ସଞ୍ଚାଳନ କରିବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କୌଣସି କାର୍ଯ୍ୟ ଆଦିକୁ ଚାଲୁ ଅବସ୍ଥାରେ ରଖିବା
ഉദാഹരണം :
ସେ ମୁମ୍ବାଇରେ ଏକ ଦୋକାନ ଚଳାଉଛି
മറ്റ് ഭാഷകളിലേക്കുള്ള വിവർത്തനം :
उचित अथवा साधारण रूप से कोई कार्य, चीज या बात को क्रियाशील या सक्रिय अथवा चालू अवस्था में रखना।
वह मुम्बई में एक दुकान चलाता है।അർത്ഥം : ଚାଲିବା କାମ ଅନ୍ୟ କାହାଦ୍ୱାରା କରାଇବା
ഉദാഹരണം :
ଡ୍ରାଇଭର ପିଲାମାନଙ୍କଦ୍ୱାରା ଧକ୍କାମରାଇ ତା ଗାଡ଼ିକୁ ଚାଲୁ କରାଇଲା
പര്യായപദങ്ങൾ : ଚାଲୁ କରାଇବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ବିପତ୍ତି କଷ୍ଟ ଇତ୍ୟାଦିରେ ନିର୍ବାହ କରିବା
ഉദാഹരണം :
ଜୀବନର ବୋଝ ଏବେ ଆଉ ବୋହି ହେଉନାହିଁ
പര്യായപദങ്ങൾ : ବୋହିବା, ସମ୍ଭାଳିବା
മറ്റ് ഭാഷകളിലേക്കുള്ള വിവർത്തനം :
Bear or be able to bear the weight, pressure,or responsibility of.
His efforts carried the entire project.അർത്ഥം : କୌଣସି ନିଶ୍ଚିତ ବା ବିଶେଷ ସ୍ଥିତି ଆଦିରେ ରଖିବା
ഉദാഹരണം :
କୋଠରୀକୁ ସଫା ରଖ ସେ ସର୍ବଦା ନିଜକୁ ସୁସ୍ଥସବଳ ରଖେ
പര്യായപദങ്ങൾ : ଧାରଣ କରିବା, ନିର୍ବାହ କରିବା, ରଖିବା, ସ୍ଥାପନ କରିବା
മറ്റ് ഭാഷകളിലേക്കുള്ള വിവർത്തനം :
किसी निश्चित या विशेष स्थिति आदि में रखना।
कमरे को साफ रखो।അർത്ഥം : ସମ୍ବନ୍ଧ, ବ୍ୟବହାର ଆଦି ଠିକ ଭାବରେ ଚଳାଇ ରଖିବା
ഉദാഹരണം :
ଶାଶୁଘରେ ଯେକୌଣସି ପ୍ରକାରରେ ସୁସମ୍ପର୍କ ବଜାୟ ରଖିବାପାଇଁ ମାଆ ଝିଅକୁ ବୁଝେଇ କହିଲେ
പര്യായപദങ്ങൾ : ଚଳାଇ ରଖିବା, ଚଳେଇନେବା, ନିର୍ବାହ କରିବା, ବଜାୟ ରଖିବା
മറ്റ് ഭാഷകളിലേക്കുള്ള വിവർത്തനം :
संबंध, व्यवहार आदि ठीक तरह से चलाए चलना।
माँ ने बेटी को समझाते हुए कहा कि तुम किसी तरह ससुराल में निभा लेना।അർത്ഥം : ବ୍ୟବହାର ବା ଆଚରଣରେ ଆଣିବା
ഉദാഹരണം :
ସରକାର ଦେଶର ଉନ୍ନତିକୁ ଧ୍ୟାନରେ ରଖି ବିଂଶସୂତ୍ରୀୟ କାର୍ଯ୍ୟକ୍ରମ ଚଳାଇଲେ
മറ്റ് ഭാഷകളിലേക്കുള്ള വിവർത്തനം :
व्यवहार या आचरण में लाना।
सरकार ने देश की उन्नति को ध्यान में रखते हुए बीस सूत्रीय कार्यक्रम चलाया।