അർത്ഥം : ଏକ ମାତ୍ରାଯୁକ୍ତ ଛନ୍ଦ ଯାହାର ପ୍ରତ୍ୟେକ ପାଦରେ ଏଗାର ଏବଂ ତେର ସ୍ଥାନରେ ବିଶ୍ରାମ ନେବାଦ୍ୱାରା ଚବିଶ ମାତ୍ରା ହୋଇଥାଏ
ഉദാഹരണം :
ଘୋଷର ବିଷମ ପାଦରେ ଏଗାର-ଏଗାର ଏବଂ ସମ ଚରଣରେ ତେର-ତେର ମାତ୍ରା ଥାଏ
പര്യായപദങ്ങൾ : ରୋଳା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କିଛି ସମୟ ପର୍ଯ୍ୟନ୍ତ ବଜାଏ ରହୁଥିବା ତେଜ ଧ୍ୱନି
ഉദാഹരണം :
ଯୁଦ୍ଧର ନାଦ ଶୁଣିକରି ଭୀରୁମାନଙ୍କର ହୃଦୟ କମ୍ପି ଉଠିଲା
പര്യായപദങ്ങൾ : ନାଦ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଘୋର ଶବ୍ଦ କରିବା କ୍ରିୟା
ഉദാഹരണം :
ବାଦଲର ଗର୍ଜନ ଓ ବିଜୁଳିର ଚମକ ସହିତ ଭୟଙ୍କର ବର୍ଷା ହେଉଛି
പര്യായപദങ്ങൾ : ଗର୍ଜନ
മറ്റ് ഭാഷകളിലേക്കുള്ള വിവർത്തനം :