അംഗമാകുക
പേജ് വിലാസം ക്ലിപ്ബോർഡിലേക്ക് പകർത്തുക.
അർത്ഥം : ପାଣି ଭର୍ତ୍ତିକରିବା ବା ରଖିବାପାଇଁ ଗୋଟିଏ ଜାଗା
ഉദാഹരണം : ଖାଲି କଳଶରେ ପାଣି ଭର୍ତ୍ତି କରିଦିଅ
പര്യായപദങ്ങൾ : କଳଶ, କୁମ୍ଭ, ମାଠିଆ
മറ്റ് ഭാഷകളിലേക്കുള്ള വിവർത്തനം :हिन्दी English
पानी भरने या रखने का एक बर्तन।
A large vase that usually has a pedestal or feet.
അർത്ഥം : ମୃତକ କ୍ରିୟାରେ ଅଶ୍ୱତ୍ଥ ବୃକ୍ଷରେ ବନ୍ଧା ଯାଉଥିବା କଳସୀ
ഉദാഹരണം : ମହାବ୍ରାହ୍ମଣ ହିଁ ଘଟ ଭାଙ୍ଗିବାର ଅଧିକାରୀ
മറ്റ് ഭാഷകളിലേക്കുള്ള വിവർത്തനം :हिन्दी
वह घड़ा जो मृतक की क्रिया में पीपल में बाँधा जाता है।
അർത്ഥം : ଏକ ପ୍ରକାରର ମାଠିଆ ଯାହାର ଉପଯୋଗ ବାଦ୍ୟ ଯନ୍ତ୍ର ରୂପରେ କରାଯାଇଥାଏ
ഉദാഹരണം : ସେ ମାଠିଆ ବଜାଇବାରେ ନିପୁଣ
പര്യായപദങ്ങൾ : ମାଠିଆ
एक प्रकार का घड़ा जिसका उपयोग वाद्य यंत्र के रूप में किया जाता है।
ഇൻസ്റ്റാൾ ചെയ്യുക