അംഗമാകുക
പേജ് വിലാസം ക്ലിപ്ബോർഡിലേക്ക് പകർത്തുക.
അർത്ഥം : ଜନପଦ ସହିତ ସମ୍ବନ୍ଧିତ
ഉദാഹരണം : ଏହି ମକଦ୍ଦମା ଗ୍ରାମ୍ୟ ନ୍ୟାୟାଳୟରେ ଦାଏର କରାଯାଇଛି
പര്യായപദങ്ങൾ : ଜନପଦୀୟ
മറ്റ് ഭാഷകളിലേക്കുള്ള വിവർത്തനം :हिन्दी
जनपद से संबंधित।
അർത്ഥം : ଗାଁ କିମ୍ବା ଗ୍ରାମୀଣ କ୍ଷେତ୍ରରେ ରହିବାବ୍ୟକ୍ତି
ഉദാഹരണം : ଗାଉଁଲି ଲୋକ ସହରୀମାନଙ୍କ ଅପେକ୍ଷା କମ ଶିକ୍ଷିତ ହେଲେବି ଅତ୍ୟନ୍ତ ସ୍ନେହୀ
പര്യായപദങ്ങൾ : ଗାଁଉଲି, ଗାଁଉଲିଆ, ଗ୍ରାମବାସୀ, ଗ୍ରାମୀଣ
गाँव या ग्रामीण क्षेत्र में रहनेवाला।
അർത്ഥം : ଗାଁର ବା ଗାଁ ସହିତ ସମ୍ବନ୍ଧିତ
ഉദാഹരണം : ଗାଉଁଲି ଜୀବନ ସରଳତାପୂର୍ଣ୍ଣ
പര്യായപദങ്ങൾ : ଗାଁଉଲି, ଗାଁଉଲିଆ, ଗ୍ରାମୀଣ
गाँव का या गाँव से संबंधित।
ഇൻസ്റ്റാൾ ചെയ്യുക