അർത്ഥം : ଭାରତୀୟ ଆର୍ଯ୍ୟମାନଙ୍କ ମଧ୍ୟରେ କୌଣସି କୁଳ ବା ବଂଶର ଏକ ବିଶିଷ୍ଟ ସଂଜ୍ଞା ଯାହା କାହାରି ପୂର୍ବଜ ବା କୁଳଗୁରୁଙ୍କ ନାମ ଅନୁସାରେ ହୋଇଥାଏ ଏବଂ ଯାହା ଜନ୍ମ ସହିତ ଯୋଡ଼ି ହୋଇଯାଏ
ഉദാഹരണം :
କଶ୍ୟପ ଋଷିଙ୍କ ନାମ ଅନୁସାରେ କଶ୍ୟପ ଗୋତ୍ର ହୋଇଛି
മറ്റ് ഭാഷകളിലേക്കുള്ള വിവർത്തനം :