അംഗമാകുക
പേജ് വിലാസം ക്ലിപ്ബോർഡിലേക്ക് പകർത്തുക.
അർത്ഥം : କାଠ ଜିନିଷ କଷିବାପାଇଁ ତା ଦେହରେ ବାଡ଼ିଆ ଯାଉଥିବା କାଠରେ ତିଆରି ଖିଲ
ഉദാഹരണം : ମଜୁରିଆ କୋଦାଳ ବେଣ୍ଟ କଷିବାପାଇଁ ଖିଲ ବାଡଉଛି
പര്യായപദങ്ങൾ : କିଳା, କୀଳ, କୀଳକ, ଖୁଣ୍ଟି
മറ്റ് ഭാഷകളിലേക്കുള്ള വിവർത്തനം :हिन्दी English
लकड़ी आदि का वह टुकड़ा जो काठ की चीजों को कसने के लिए उनमें ठोंक देते हैं।
A block of wood used to prevent the sliding or rolling of a heavy object.
അർത്ഥം : କାନ୍ଥରେ ପିଟା ହୋଇଥିବା କାଠ, ଲୁହା ଆଦିର ମୋଟା ଖିଲ
ഉദാഹരണം : ଲୁଗା ଟାଙ୍ଗିବାପାଇଁ ସୀତା କାନ୍ଥରେ ଗୋଜ ପିଟୁଛି
പര്യായപദങ്ങൾ : କିଳା, ମେଖ
മറ്റ് ഭാഷകളിലേക്കുള്ള വിവർത്തനം :हिन्दी
दीवार आदि में ठोंकी हुई लकड़ी, लोहे आदि की मोटी कील।
അർത്ഥം : କାଠ ଚିରିବା ସମୟରେ କାଠରେ ଯେଉଁ ଖିଲ ଦିଆଯାଏ
ഉദാഹരണം : କିଳା ବାଡ଼େଇ ଦେଲେ କାଠ ଚିରିବା ସହଜ ହୋଇଥାଏ
वह पच्चड़ जिसको बढ़ई लकड़ी चीरते समय काठ में ठोंक देते हैं।
ഇൻസ്റ്റാൾ ചെയ്യുക