അംഗമാകുക
പേജ് വിലാസം ക്ലിപ്ബോർഡിലേക്ക് പകർത്തുക.
അർത്ഥം : ପାଣି ଭରିବାର ମାଟିର ଛୋଟ ପାତ୍ର
ഉദാഹരണം : ସେ କଳସୀରେ ପାଣି ଭରି ଆଣିଛି
പര്യായപദങ്ങൾ : କଳସୀ, ମାଠିଆ
മറ്റ് ഭാഷകളിലേക്കുള്ള വിവർത്തനം :हिन्दी
पानी भरने का मिट्टी का छोटा बर्तन।
അർത്ഥം : ଛୋଟ ମୁହଁ ଓ ଚଉଡ଼ା ଫନ୍ଦବାଲା ବାସନ
ഉദാഹരണം : ଏହି ଗରାରେ ଅନୁମାନରୁ ଅଧିକ ପାଣି ଧରୁଛି
छोटे मुँह और चौड़ी पेंदी वाला बर्तन।
അർത്ഥം : ଧାତୁନିର୍ମିତ ବଡ଼ ପାତ୍ର
ഉദാഹരണം : ପିଲାଟି ଗରାକ ଯାକ ପାଣି ତଳେ ଅଜାଡ଼ି ଦେଲା
പര്യായപദങ്ങൾ : ଗଗରା
धातु का बड़ा घड़ा।
അർത്ഥം : ପାଣି ରଖିବାପାଇଁ ଲୁହା, ପିତ୍ତଳଆଦିର ଚଉଡ଼ା ମୁହଁ ଥିବା ଏକ ବଡ଼ ପାତ୍ର
ഉദാഹരണം : ଗରା ପାଣିରେ ଭର୍ତ୍ତି ହୋଇଛି
पानी रखने का लोहे,पीतल आदि का चौड़े मुँह का एक बड़ा बरतन।
ഇൻസ്റ്റാൾ ചെയ്യുക