അംഗമാകുക
പേജ് വിലാസം ക്ലിപ്ബോർഡിലേക്ക് പകർത്തുക.
അർത്ഥം : କୌଣସି ତରଳ ପଦାର୍ଥକୁ ଆଞ୍ଚ ଉପରେ ରଖି ଏତେ ଗରମ କରିବା ଯେମିତି ତାହା ଫେଣ ସହିତ ଉପରକୁ ଉଠିବାକୁ ଲାଗିବ
ഉദാഹരണം : ମୁଁ ପିଇବା ପାଇଁ ପ୍ରତିଦିନ ଦଶ ଲିଟର ପାଣି ଫୁଟାଉଛି
പര്യായപദങ്ങൾ : ଆଉଟିବା, ଫୁଟାଇବା
മറ്റ് ഭാഷകളിലേക്കുള്ള വിവർത്തനം :हिन्दी English
किसी तरल पदार्थ को आँच पर रखकर इतना गरम करना कि वह फेन सहित ऊपर उठने लगे।
Bring to, or maintain at, the boiling point.
ഇൻസ്റ്റാൾ ചെയ്യുക