അർത്ഥം : ଶରୀର ଭିତରେ ସନ୍ଧିସ୍ଥାନରେ ଥିବା ରସ
ഉദാഹരണം :
ତାଙ୍କର କେତେକ ଗଣ୍ଠିରୁ ରସ ଶୁଖିଗଲାଣି
പര്യായപദങ്ങൾ : ଖଞ୍ଜା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଆଙ୍ଗୁଠିର ଗଣ୍ଠି ବା ଖଞ୍ଜା ଯେଉଁଠାରୁ ତାହା ବୁଲାଇହୁଏ
ഉദാഹരണം :
ମୋ ଆଙ୍ଗୁଠି ଗଣ୍ଠି ଦରଜ ଅଛି
അർത്ഥം : କୌଣସି ଗଛ କାଣ୍ଡର ସେହି ଭାଗ ଯେଉଁଠାରୁ ପତ୍ର,ଶାଖା ବା ଆପେ ଆପେ ଗଛ ଜନ୍ମେ
ഉദാഹരണം :
ବାଉଁଶ, ଆଖୁଆଦିରେ କେତେକ ଗଣ୍ଠି ହୋଇଥାଏ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଶରୀରରେ ଗଣ୍ଠି ରୂପରେ ଥିବା ଯେଉଁ ଅବୟବ ଶରୀରପାଇଁ ଦରକାରୀ ରସ ଉତ୍ପନ୍ନ କରେ
ഉദാഹരണം :
ଶରୀରରେ ବହୁ ପ୍ରକାରର ଗ୍ରନ୍ଥି ଅଛି
പര്യായപദങ്ങൾ : ଗ୍ରନ୍ଥି
മറ്റ് ഭാഷകളിലേക്കുള്ള വിവർത്തനം :
Any of various organs that synthesize substances needed by the body and release it through ducts or directly into the bloodstream.
gland, secreter, secretor, secretory organഅർത്ഥം : ଶରୀର ଯେଉଁ ଗଣ୍ଠି ବା ଜୋଡ଼ରେ ଅଙ୍ଗ ବଙ୍କାହୁଏ ବା ମୋଡ଼େ
ഉദാഹരണം :
ମୋର ଆଙ୍ଗୁଳି ଗଣ୍ଠିରେ କଷ୍ଟ ହେଉଛି
പര്യായപദങ്ങൾ : ଅବୟବ ସନ୍ଧି, ଜୋଡ଼
മറ്റ് ഭാഷകളിലേക്കുള്ള വിവർത്തനം :
(anatomy) the point of connection between two bones or elements of a skeleton (especially if it allows motion).
articulatio, articulation, joint