അർത്ഥം : ଜମି ବା ପହାଡ଼ ତଳେ ବା ଭିତରେ ବିସ୍ତୃତ ଓ ଖାଲି ଜାଗା ଯେଉଁଠାରେ ପ୍ରାୟ ପଶୁମାନେ ରହନ୍ତି
ഉദാഹരണം :
ବାଘ ଗୁମ୍ଫାରେ ରହେ
പര്യായപദങ്ങൾ : କନ୍ଦର, କନ୍ଦରା, ଗହ୍ୱର, ଗୁମ୍ଫା, ଗୁହା
മറ്റ് ഭാഷകളിലേക്കുള്ള വിവർത്തനം :
A geological formation consisting of an underground enclosure with access from the surface of the ground or from the sea.
caveഅർത്ഥം : କୌଣସି ବସ୍ତୁର ଉପରୁ କିଛି ଭାଗ ବାହାରି ଯିବାରୁ ସୃଷ୍ଟିହେଉଥିବା ଖାଲି ସ୍ଥାନ
ഉദാഹരണം :
ଟେବୁଲର ନିମ୍ନଭାଗର ଅଂଶକୁ ବାହାର କରିବାପାଇଁ ସେଥିରେ ଖୋପ ତିଆରି ହୋଇଛି
പര്യായപദങ്ങൾ : ଖୋପ
മറ്റ് ഭാഷകളിലേക്കുള്ള വിവർത്തനം :