അംഗമാകുക
പേജ് വിലാസം ക്ലിപ്ബോർഡിലേക്ക് പകർത്തുക.
അർത്ഥം : ଖନେଇ କହିବାର ଅବସ୍ଥା
ഉദാഹരണം : ଛୋଟ ପିଲାଙ୍କ ଖନେଇବାଟା ଭଲ ଲାଗେ
മറ്റ് ഭാഷകളിലേക്കുള്ള വിവർത്തനം :हिन्दी English
तुतलाने की अवस्था।
A speech disorder involving hesitations and involuntary repetitions of certain sounds.
അർത്ഥം : ଶବ୍ଦଗୁଡ଼ିକ ଠିକ ଭାବରେ ଉଚ୍ଚାରଣ ନ କରିବାହେତୁ ମଝିରେମଝିରେ କୌଣସି ଶବ୍ଦ ବହୁତ ଅଟକି ଅଟକି କହିବା
ഉദാഹരണം : ମିତେଶ ଟିକେ ଖନାଏ
പര്യായപദങ്ങൾ : ଥଙ୍ଗେଇବା
शब्दों का ठीक ढंग से उच्चारण न कर सकने के कारण बीच-बीच में कोई शब्द बहुत रुक-रुककर बोलना।
Speak haltingly.
അർത്ഥം : ଶବ୍ଦ ଏବଂ ବର୍ଣ୍ଣ ରହିରହି ଅସ୍ପଷ୍ଟ ଭାବେ ଉଚ୍ଚାରଣ କରିବା ପ୍ରକ୍ରିୟା
ഉദാഹരണം : ଛୋଟ ପିଲା ପାଣି ମାଗିବା ସମୟରେ ଖନଉଥିଲା
പര്യായപദങ്ങൾ : ଅଟକିବା, ଥଙ୍ଗେଇବା
शब्दों और वर्णों का रुक-रुककर अधूरा और अस्पष्ट उच्चारण करना।
ഇൻസ്റ്റാൾ ചെയ്യുക