അർത്ഥം : ବ୍ୟଥା ସମୟରେ ଦୁଃଖସୂଚକ ଶବ୍ଦ ବା ଧ୍ୱନି ବାହାରକରିବା
ഉദാഹരണം :
ରାମଚନ୍ଦ୍ରଙ୍କ ବନ ଗମନ ସମୟରେ ଅଯୋଧ୍ୟାବାସୀ ଆର୍ତ୍ତନାଦ କରୁଥିଲେ
പര്യായപദങ്ങൾ : ଆର୍ତ୍ତନାଦ କରିବା, ଜୋରରେ କାନ୍ଦିବା
മറ്റ് ഭാഷകളിലേക്കുള്ള വിവർത്തനം :
पीड़ा के समय दुःखसूचक शब्द या ध्वनि निकालना।
रामचन्द्र के वन-गमन पर अयोध्यावासी आर्तनाद कर रहे थे।അർത്ഥം : ପୀଡ଼ା, ଦୁଃଖ, ସୁଖ, କ୍ରୋଧଆଦିର ଭାବାବେଗରୁ ଆଖିରୁ ଅଶ୍ରୁ ବହିବା
ഉദാഹരണം :
ନିଜ ମାଆଠାରୁ ଦୂରେଇରହିବା କାରଣରୁ ଶ୍ୟାମ କାନ୍ଦୁଥିଲା
പര്യായപദങ്ങൾ : ଅଶ୍ରୁପାତ କରିବା, କାନ୍ଦିବା, ରୋଦନ କରିବା, ଲୁହ ଗଡ଼ାଇବା
മറ്റ് ഭാഷകളിലേക്കുള്ള വിവർത്തനം :
पीड़ा, दुख, सुख, क्रोध,आदि के भावातिरेक में आँख से आँसू गिराना।
अपनी माँ से बिछुड़ने के कारण श्याम रो रहा था।