അർത്ഥം : କରଜଗ୍ରହୀତାଙ୍କ ଋଣ ବା ଅପରାଧୀଙ୍କ ଜରିମାନା ଆଦାୟ କରିବା ନିମନ୍ତେ ରାଜ୍ୟଦ୍ୱାରା ତାଙ୍କର ସମ୍ପତ୍ତି ଉପରେ ଅଧିକାର
ഉദാഹരണം :
ଋଣ ଫେରେଇ ନ ଥିବା କୃଷକଙ୍କ କୋରଖ କରାଯାଉଛି
മറ്റ് ഭാഷകളിലേക്കുള്ള വിവർത്തനം :
Placing private property in the custody of an officer of the law.
impounding, impoundment, internment, poundageഅർത്ഥം : ଅଧିକାରୀ ଅଥବା ରାଜ୍ୟଦ୍ୱାରା ଦଣ୍ଡ ସ୍ୱରୂପ କୌଣସି ଅପରାଧୀର ସଂପତ୍ତି ହରଣ
ഉദാഹരണം :
ଲାଲାଜୀଙ୍କ ସବୁ ସମ୍ପତ୍ତି ଜବତ ହୋଇଛି
പര്യായപദങ്ങൾ : ଜବତ
മറ്റ് ഭാഷകളിലേക്കുള്ള വിവർത്തനം :