അംഗമാകുക
പേജ് വിലാസം ക്ലിപ്ബോർഡിലേക്ക് പകർത്തുക.
അർത്ഥം : କୁଟିବା ପ୍ରକ୍ରିୟା
ഉദാഹരണം : ଶ୍ୟାମ ଧାନ କୁଟା ପରେ ଗହମ ପେଷୁଛି
പര്യായപദങ്ങൾ : କୁଟାଣ
മറ്റ് ഭാഷകളിലേക്കുള്ള വിവർത്തനം :हिन्दी
अनाज आदि कूटने की क्रिया।
അർത്ഥം : ମାରିବା ପ୍ରକ୍ରିୟା
ഉദാഹരണം : ମାଡ଼ ସହିସହି ସେ ପିଠିଆ ହୋଇଯାଇଛି ଆଜି ସେ ଖୁବ ବାଡ଼ିଆ ଖାଇବ
പര്യായപദങ്ങൾ : ଛେଚା, ପିଟା, ବାଡ଼ିଆ, ମାଡ଼
മറ്റ് ഭാഷകളിലേക്കുള്ള വിവർത്തനം :हिन्दी English
मारने की क्रिया।
The act of inflicting corporal punishment with repeated blows.
അർത്ഥം : ଯେଉଁ ଶୁଖିଲା ଧାନଆଦିର କେଣ୍ଡାରୁ ଧାନ ବାହାର କରାଯାଇଛି
ഉദാഹരണം : ଗୋରୁ ଖଳାରେ ନଡ଼ା ଖାଉଛନ୍ତି
പര്യായപദങ്ങൾ : ଅଗମଳା, ଛଣ, ନଡ଼ା
धान आदि के सूखे डंठल जिनमें से दाने निकाल लिए गए हों।
Plant fiber used e.g. for making baskets and hats or as fodder.
അർത്ഥം : ଯାହା କୁଟା ହୋଇଛି
ഉദാഹരണം : କୁଟା ଚାଉଳର ଭାତ ଭଲ
जो कूटा गया हो।
ഇൻസ്റ്റാൾ ചെയ്യുക