അർത്ഥം : କୌଣସି ପ୍ରକାରରେ ଅଟକିଯାଇଥିବା ରୀତି ବା ବ୍ୟବସ୍ଥା
ഉദാഹരണം :
କୌଣସିବି ସଂସ୍ଥା,ଦେଶ ଆଦିକୁ ଚଳାଇବା ନିମନ୍ତେ କିଛି ନିଶ୍ଚିତ ନିୟମ ତିଆରି କରାଯାଏ
മറ്റ് ഭാഷകളിലേക്കുള്ള വിവർത്തനം :
A principle or condition that customarily governs behavior.
It was his rule to take a walk before breakfast.അർത്ഥം : ସ୍ଥିର କରାଯାଇଥିବା ନିୟମ ଓ ବିଧାନ, ଯାହାର ପାଳନ ସମସ୍ତଙ୍କପାଇଁ ଆବଶ୍ୟକ ଓ ଅନିବାର୍ଯ୍ୟ ଏବଂ ଯାହାର ଉଂଲଘନ କଲେ ମନୁଷ୍ୟ ଦଣ୍ଡିତ ହୁଏ ବା ହୋଇପାରେ
ഉദാഹരണം :
ନିୟମ ବିପରୀତ କୌଣସି ବି କାର୍ଯ୍ୟ ଆପଣଙ୍କୁ ସଙ୍କଟରେ ପକାଇପାରେ
പര്യായപദങ്ങൾ : ଆଇନ, ନିୟମ, ବିଧାନ, ବିଧି
മറ്റ് ഭാഷകളിലേക്കുള്ള വിവർത്തനം :
Legal document setting forth rules governing a particular kind of activity.
There is a law against kidnapping.അർത്ഥം : ନିୟମ କାନୁନ ସମ୍ବନ୍ଧୀୟ
ഉദാഹരണം :
ସେ ନିୟମ କାନୁନ ଜାଣିବାପାଇଁ ଓକିଲଙ୍କ ପାଖକୁ ଯାଇଛି
പര്യായപദങ്ങൾ : ନିୟମ କାନୁନ
മറ്റ് ഭാഷകളിലേക്കുള്ള വിവർത്തനം :
Established by or founded upon law or official or accepted rules.
legal