അർത്ഥം : ଯେଉଁ ଫୁଲରେ କଢ଼ ରୂପରେ ଫଳର ମୂଳ ରୂପ ମଧ୍ୟ ଥାଏ
ഉദാഹരണം :
ପିଲାଟି କାକୁଡ଼ିର କଷି ଭାଙ୍ଗିଦେଲା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ନୂଆ ପ୍ରସବ କରିଥିବା ଗାଈ
ഉദാഹരണം :
ନିଜ ଛୋଟ ପିଲାକୁ ଦୁଧ ପିଆଇବାପାଇଁ ଗୋପାଳ ଗୋଟିଏ ପୋରୁହାଁ ଗାଈ କିଣିଛି
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଅଳ୍ପ ଦିନିଆ ଛୋଟ ଫଳ କମଦିନର ଧରିଥିବା ଛୋଟଫଳ
ഉദാഹരണം :
ଲାଉରେ କଷି ଧରିବା ଆରମ୍ଭ ହୋଇଗଲାଣି
മറ്റ് ഭാഷകളിലേക്കുള്ള വിവർത്തനം :