അംഗമാകുക
പേജ് വിലാസം ക്ലിപ്ബോർഡിലേക്ക് പകർത്തുക.
അർത്ഥം : ବଙ୍ଗୋପସାଗରର ଯେଉଁ ଅଂଶରେ ପାଣି ଅତ୍ୟନ୍ତ କଳା ହୋଇଥାଏ
ഉദാഹരണം : ପ୍ରଥମେ କଳାପାଣି ସଜ୍ଜା ପାଉଥିବା ଲୋକମାନଙ୍କୁ କଳାପାଣି ପଠାଇ ଦିଆଯାଉଥିଲା
മറ്റ് ഭാഷകളിലേക്കുള്ള വിവർത്തനം :हिन्दी
बंगाल की खाड़ी का वह अंश जहाँ का पानी अत्यंत काला है।
അർത്ഥം : ଦେଶରୁ ବହିଷ୍କାର କରିବା ଦଣ୍ଡ ଯେଉଁଥିରେ ଅପରାଧୀମାନଙ୍କୁ ଆଣ୍ଡାମାନ,ନିକୋବର ଆଦି ଦ୍ୱୀପକୁ ପଠାଯାଉଥିଲା
ഉദാഹരണം : ଇଂରେଜ ଶାସନ ସମୟରେ ଅପରାଧୀମାନଙ୍କୁ କଳାପାଣି ଦଣ୍ଡ ଦିଆଯାଉଥିଲା
देशनिकाले की सजा जिसमें अपराधियों को अंडमान, निकोबार आदि द्वीपों में भेजा जाता था।
ഇൻസ്റ്റാൾ ചെയ്യുക