അർത്ഥം : ମରୀଚି ଋଷିଙ୍କ ପତ୍ନୀ ଯିଏ କର୍ଦମ ଋଷି ଓ ଦେବହୂତିଙ୍କ କନ୍ୟା ଥିଲେ
ഉദാഹരണം :
କଶ୍ୟପ ମୁନି କଳାଙ୍କ ଗର୍ଭରୁ ଉତ୍ପନ୍ନ ହୋଇଥିଲେ
മറ്റ് ഭാഷകളിലേക്കുള്ള വിവർത്തനം :
मरीचि ऋषि की पत्नी जो कर्दम ऋषि और देवहूति की पुत्री थीं।
कश्यप मुनि कला के गर्भ से उत्पन्न हुए थे।An imaginary being of myth or fable.
mythical beingഅർത്ഥം : ଚିତ୍ର, ଗ୍ରନ୍ଥ, ବସ୍ତୁଆଦିର ରୂପରେ ତିଆରି ହୋଇଥିବା ବସ୍ତୁ
ഉദാഹരണം :
ଏବେ ଗାନ୍ଧୀ ପଡ଼ିଆରେ ଭାରତୀୟ କଳାକୃତିଗୁଡ଼ିକର ପ୍ରଦର୍ଶନୀ ଚାଲିଛି
പര്യായപദങ്ങൾ : କଳା କୃତି, ରଚିତ କୃତି
മറ്റ് ഭാഷകളിലേക്കുള്ള വിവർത്തനം :
Photographs or other visual representations in a printed publication.
The publisher was responsible for all the artwork in the book.അർത്ഥം : ଏକ ବର୍ଣ୍ଣବୃତ୍ତ
ഉദാഹരണം :
କଳାର ପ୍ରତ୍ୟେକ ଚରଣରେ ଏକ ଭଗଣ ଓ ଏକ ଗୁରୁ ଥାଏ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଚନ୍ଦ୍ରମା ବା ତାହାର ଜ୍ୟୋତିର ଷୋହଳତମ ଭାଗ ବା ଅଂଶ
ഉദാഹരണം :
ପୂର୍ଣ୍ଣିମାର ଚନ୍ଦ୍ରମା ନିଜର ଷୋହଳ କଳାରେ ଯୁକ୍ତ ହୋଇଥାଏ
പര്യായപദങ്ങൾ : ଚନ୍ଦ୍ରକଳା, ଚନ୍ଦ୍ରରେଖା, ଶଶୀକଳା, ଶଶୀରେଖ, ଶଶୀରେଖା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କୌଣସି କାର୍ଯ୍ୟକୁ ଭଲରେ କରିବାର କୌଶଳ ବିଶେଷତଃ ଏପରି କାର୍ଯ୍ୟ ଯାହାର ପୂର୍ଣ୍ଣାଙ୍ଗ ନିମନ୍ତେ ଜ୍ଞାନ ବ୍ୟତୀତ କୌଶଳ ଓ ଅଭ୍ୟାସ ଆବଶ୍ୟକତା ପଡ଼େ
ഉദാഹരണം :
ତାଙ୍କ କଳାକୁ ସମସ୍ତେ ମାନନ୍ତି
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଧୂଆଁ ଜମିଯିବା କାରଣରୁ କଳା ପଡ଼ିଯାଇଥିବା ଅଂଶ
ഉദാഹരണം :
କାନ୍ଥ ଉପରେ ଲାଗିଥିବା କଳାକୁ ସଫା କରିଦିଅ
മറ്റ് ഭാഷകളിലേക്കുള്ള വിവർത്തനം :
A black colloidal substance consisting wholly or principally of amorphous carbon and used to make pigments and ink.
carbon black, crock, lampblack, smut, soot