അർത്ഥം : ବ୍ୟାଙ୍କରେ ଖୋଲା ଯାଇଥିବା ଖାତା ଯେଉଁଥିରେ ବରାବର ଦେଣନେଣ ଚାଲିଥାଏ ଏବଂ ଯେତେବେଳେ କେହି ଚାହିଁବ ସେତେବେଳେ ଟଙ୍କା ଜମା ବା ଉଠାଣ କରିପାରିବେ
ഉദാഹരണം :
ମୋତେ ଯେ କୌଣସି ଭାରତୀୟ ବ୍ୟାଙ୍କରେ ଗୋଟିଏ କରେଣ୍ଟ ଆକାଉଣ୍ଟ ଖୋଲିବାର ଅଛି
പര്യായപദങ്ങൾ : ଚଳନ୍ତି ଜମାଖାତା, ଚାଲୁଖାତା
മറ്റ് ഭാഷകളിലേക്കുള്ള വിവർത്തനം :