അർത്ഥം : ଅହଂକାର ଓ ଉଦ୍ଧତ ଭାବ
ഉദാഹരണം :
ଶ୍ୟାମର ପିତା ପୁଲିସ୍ ବିଭାଗରେ କାମ କରୁଥିବାରୁ ତାର ଫୁଟାଣି ଖୁବ୍ ବେଶୀ
പര്യായപദങ്ങൾ : ଅହଂକାର, ଉଦ୍ଧତାମି, ଗର୍ବ, ଫୁଟାଣି, ରୁକ୍ଷତା
മറ്റ് ഭാഷകളിലേക്കുള്ള വിവർത്തനം :
हेकड़ या अक्खड़ होने का भाव।
श्याम के पिता पुलिस में हैं इसलिए वह हेकड़ी दिखाता है।Overbearing pride evidenced by a superior manner toward inferiors.
arrogance, haughtiness, hauteur, high-handedness, lordlinessഅർത്ഥം : ନିଜେ ନିଜକୁ ନିଜଠାରୁ ବହୁତ ଅଧିକ ଯୋଗ୍ୟ, ସମର୍ଥ ବା ବଢ଼ିକରି ବିଚାର କରିବା ଭାବ
ഉദാഹരണം :
ଅହଂକାର ମଣିଷକୁ ନେଇ ଡୁବାଇ ଦିଏ କେଉଁ କଥାରୁ ତୁମର ଏ ଔଦ୍ଧତ୍ୟ !
പര്യായപദങ്ങൾ : ଅହଂକାର, ଅହଂଭାବ, ଅହମିକା, ଗର୍ବ, ଦର୍ପ, ଦାମ୍ଭିକତା, ଧୃଷ୍ଟତା, ହାମବଡ଼ାପଣ
മറ്റ് ഭാഷകളിലേക്കുള്ള വിവർത്തനം :
अपने आपको औरों से बहुत अधिक योग्य, समर्थ या बढ़कर समझने का भाव।
अहंकार आदमी को ले डूबता है।