അർത്ഥം : ଯେ ଯାଦୁଖେଳ କରେ
ഉദാഹരണം :
ଯାଦୁକର ରୁମାଲକୁ ଫୁଲରେ ପରିଣତ କରିଦେଲା
മറ്റ് ഭാഷകളിലേക്കുള്ള വിവർത്തനം :
Someone who performs magic tricks to amuse an audience.
conjurer, conjuror, illusionist, magician, prestidigitatorഅർത്ഥം : ଇନ୍ଦ୍ରଜାଲ ତିଆରି କରୁଥିବା ଲୋକ
ഉദാഹരണം :
ଇନ୍ଦ୍ରଜାଲିକଙ୍କ ଘର କେଉଁଠି?
പര്യായപദങ്ങൾ : ଇନ୍ଦ୍ରଜାଲିକ, କୁହୁକିଆ, ବାଜିକର
മറ്റ് ഭാഷകളിലേക്കുള്ള വിവർത്തനം :
One who was versed in the practice of alchemy and who sought an elixir of life and a panacea and an alkahest and the philosopher's stone.
alchemistഅർത്ഥം : ଖେଳ-ତାମସାଆଦି ଭଳି ବିଭିନ୍ନ ପ୍ରକାରର କସରତ କରିବା, ଦଉଡି ଉପରେ ଚାଲିବାଆଦିର ପ୍ରଦର୍ଶନ କରି ମନୋରଞ୍ଜନ କରାଉଥିବା ବ୍ୟକ୍ତି
ഉദാഹരണം :
ଆଜି ଆମେ ଯାଦୁକରର ଖେଳ ଦେଖିବାକୁ ଯିବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଇନ୍ଦ୍ରଜାଲର ବା ଇନ୍ଦଜାଲ ସହ ସମ୍ବନ୍ଧିତ
ഉദാഹരണം :
ଏହି ବହିରେ ଐନ୍ଦ୍ରଜାଲିକ କାର୍ଯ୍ୟ ସମ୍ପର୍କରେ ବିସ୍ତୀର୍ଣ୍ଣ ବର୍ଣ୍ଣନା କରାଯାଇଛି
പര്യായപദങ്ങൾ : କୁହୁକିଆ, ମାୟାବୀ, ଯାଦୁବିଦ୍ୟା ସଂପୃକ୍ତ
മറ്റ് ഭാഷകളിലേക്കുള്ള വിവർത്തനം :
इंद्रजाल का या इंद्रजाल से संबंधित।
इस पुस्तक में ऐंद्रजालिक कार्यों के बारे में विस्तार से दिया गया है।