അർത്ഥം : ସଉଦା କିଣିବା ବା ବିକିବାବେଳେ ଯେଉଁଲୋକ କିଛି ପାରିଶ୍ରମିକ ନେଇ ସାହାଯ୍ୟ କରେ
ഉദാഹരണം :
ଦଲାଲ ମାଧ୍ୟମରେ ମୁଁ ଏହି ଗାଡ଼ି କିଣିଛି
പര്യായപദങ്ങൾ : ଦଲାଲ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଯିଏ କୌଣସି ବ୍ୟକ୍ତି ବା ସଂସ୍ଥା ତରଫରୁ ତାର ପ୍ରତିନିଧିରୂପେ କୌଣସି କାମ କରିବା ପାଇଁ ସ୍ଥିର ହୋଇଥାଏ
ഉദാഹരണം :
ଶ୍ୟାମ ଜଣେ ଘରୋଇ ବ୍ୟାଙ୍କରେ ଏଜେଣ୍ଟ
പര്യായപദങ്ങൾ : ଅଭିକର୍ତ୍ତା
മറ്റ് ഭാഷകളിലേക്കുള്ള വിവർത്തനം :
वह व्यक्ति जिसे किसी अन्य व्यक्ति (स्वामी) या संस्था ने अपनी ओर से तृतीय पक्षों के साथ सौदे या लेनदेन करने के लिए प्राधिकृत कर दिया हो।
रमेश बैङ्क का अभिकर्ता बन गया है।A representative who acts on behalf of other persons or organizations.
agent