അർത്ഥം : (ବିଛଣା ) ଗୋଟାଇବା
ഉദാഹരണം :
ସେ ବିଛଣା ଗୁଡ଼ାଉଛି
പര്യായപദങ്ങൾ : ଗୁଡ଼ାଇବା, ଭାଙ୍ଗି ରଖିବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ସଂଚିତ ବା ଏକତ୍ରିତ କରିବା
ഉദാഹരണം :
ସେ ଘର ତିଆରି କରିବାପାଇଁ ଅତି କଷ୍ଟରେ ଗୋଟିଏ ଗୋଟିଏ କରି ଟଙ୍କା ସଂଚୟ କରି ରଖୁଛି
പര്യായപദങ്ങൾ : ଏକତ୍ରିତ କରିବା, ସଂଗ୍ରହ କରିବା, ସଞ୍ଚୟ କରିବା
മറ്റ് ഭാഷകളിലേക്കുള്ള വിവർത്തനം :
संचित या एकत्रित करना।
वह घर बनाने के लिए बड़ी मेहनत से एक-एक पैसा जोड़ रहा है।