അംഗമാകുക
പേജ് വിലാസം ക്ലിപ്ബോർഡിലേക്ക് പകർത്തുക.
അർത്ഥം : ମିଳିତ ଭାବେ ଖେଳାଯାଉଥିବା ପିଲାମାନଙ୍କର ଏକ ଖେଳ
ഉദാഹരണം : ଏକଗୋଡ଼ିଆ ଖେଳରେ ଜଣେ ପିଲା ଗୋଟିଏ ଗୋଡ଼ରେ ଡେଇଁଡେଇଁ ଅନ୍ୟ ପିଲାଙ୍କୁ ଛୁଇଁବାପାଇଁ ଚେଷ୍ଟାକରେ
പര്യായപദങ്ങൾ : ଏକଗୋଡ଼ିଆ ଖେଳ
മറ്റ് ഭാഷകളിലേക്കുള്ള വിവർത്തനം :हिन्दी
समूह में खेला जाने वाला बच्चों का एक खेल।
അർത്ഥം : ଗୋଟିଏ ଗୋଡ଼ ଥିବା ଲୋକ
ഉദാഹരണം : ଏକଟାଙ୍କିଆ ଭିକାରି ଆଶାବାଡ଼ି ସାହାଯ୍ୟରେ ଚାଲୁଛି
പര്യായപദങ്ങൾ : ଏକଟାଙ୍କିଆ
एक टाँग वाला।
അർത്ഥം : ଗୋଟିଏ ଖୁଣ୍ଟ ସାହାଯ୍ୟରେ ଠିଆ ହୋଇଥିବା
ഉദാഹരണം : ଜଣେ ସୈନିକ ଏକଖୁଣ୍ଟିଆ ତମ୍ବୁରେ ବସିଥିଲା
പര്യായപദങ്ങൾ : ଏକଖୁଣ୍ଟିଆ
एक ही चोबे के सहारे खड़ा होने वाला।
ഇൻസ്റ്റാൾ ചെയ്യുക