അർത്ഥം : ଯାହାର କୌଣସି କାମ କରିବାପାଇଁ ଶକ୍ତି ବା ଗୁଣ ଅଛି
ഉദാഹരണം :
ଏହି କାମ କରିବାପାଇଁ ଜଣେ ଯୋଗ୍ୟ ବ୍ୟକ୍ତିର ଆବଶ୍ୟକତା ଅଛି
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଯେଉଁଭଳି ହେବା ଦରକାର ସେଭଳି
ഉദാഹരണം :
ଆପଣ ଉଚିତ କଥା କହିବା ଆବଶ୍ୟକ ସମୁଚିତ ପ୍ରଚେଷ୍ଟାଦ୍ୱାରା ଯେ କୌଣସି କାର୍ଯ୍ୟରେ ସଫଳତା ମିଳେ
പര്യായപദങ്ങൾ : ଉଚିତ, ଠିକ, ଯୋଗ୍ୟ, ସମୁଚିତ
മറ്റ് ഭാഷകളിലേക്കുള്ള വിവർത്തനം :
Suitable for a particular person or place or condition etc.
A book not appropriate for children.അർത്ഥം : କୌଣସି କଥା ପ୍ରସଙ୍ଗରେ ପୂର୍ବାପର ବା ତାଳମେଳ ଆଲୋଚନା ଅଥବା ଅନ୍ୟ କୌଣସି ପ୍ରକାରରେ ଠିକ୍ ବା ମେଳ ରଖିବାବାଲା
ഉദാഹരണം :
ମନ୍ତ୍ରୀଙ୍କ ସଙ୍ଗତ ଉତ୍ତରରେ ସାମ୍ବାଦିକମାନେ ଚୁପ୍ ହୋଇଗଲେ
പര്യായപദങ്ങൾ : ଉଚିତ, ଠିକ୍, ଯଥାର୍ଥ, ଯଥୋଚିତ, ସଙ୍ଗତ, ୱାଜିବ
മറ്റ് ഭാഷകളിലേക്കുള്ള വിവർത്തനം :
Suitable for a particular person or place or condition etc.
A book not appropriate for children.