അർത്ഥം : କୌଣସି ପ୍ରଭାବଶାଳି ବ୍ୟକ୍ତିକୁ ଲକ୍ଷକରି କହିବା କିମ୍ବା କରିବାପାଇଁ ହେଉଥିବା ସଂକେତ
ഉദാഹരണം :
ମୋତେ ଚିତ୍ରକଳାର ପ୍ରେରଣା ମାଆଙ୍କଠାରୁ ମିଳିଛି
പര്യായപദങ്ങൾ : ପ୍ରେରଣା
മറ്റ് ഭാഷകളിലേക്കുള്ള വിവർത്തനം :
किसी प्रभावशाली व्यक्ति या क्षेत्र की ओर से कुछ कहने या करने के लिए होनेवाला संकेत।
मुझे चित्रकला की प्रेरणा माँ से मिली।അർത്ഥം : କିଛି କରିବାପାଇଁ କାହାରି ଉତ୍ସାହ ବଢ଼ାଇବାର ପ୍ରକ୍ରିୟା
ഉദാഹരണം :
ସେ ପ୍ରତିଯୋଗୀମାନଙ୍କୁ ପ୍ରୋତ୍ସାହନ ଦେଉଥିଲେ
പര്യായപദങ്ങൾ : ପ୍ରୋତ୍ସାହ, ପ୍ରୋତ୍ସାହନ
മറ്റ് ഭാഷകളിലേക്കുള്ള വിവർത്തനം :
कुछ करने के लिए किसी का उत्साह बढ़ाने की क्रिया।
वह प्रतियोगियों को प्रोत्साहन दे रहा था।അർത്ഥം : ମନରେ ଉତ୍ପନ୍ନ ହେଉଥିବା ଏକ ମନୋବେଗ ଯାହାଦ୍ୱାରା କାମ କରିବାପାଇଁ ଶକ୍ତି ବଢ଼େ
ഉദാഹരണം :
ସଚିନ ଉତ୍ସାହ ସହିତ ବଲ୍ ମାରୁଛନ୍ତି
പര്യായപദങ്ങൾ : ଆଗ୍ରହ, ଉଲ୍ଲାସ, ଯତ୍ନ
മറ്റ് ഭാഷകളിലേക്കുള്ള വിവർത്തനം :
A feeling of excitement.
enthusiasmഅർത്ഥം : କୌଣସି କାମପାଇଁ ହେଉଥିବା ଉତ୍ସାହ
ഉദാഹരണം :
ନୀରଜ ସବୁ କାମକୁ ବଡ ଫୂର୍ତ୍ତିରେ କରେ
പര്യായപദങ്ങൾ : ଚଞ୍ଚଳତା, ତେଜ, ଫୂର୍ତ୍ତି, ସ୍ପୂର୍ତ୍ତି
മറ്റ് ഭാഷകളിലേക്കുള്ള വിവർത്തനം :
The gracefulness of a person or animal that is quick and nimble.
agility, legerity, lightness, lightsomeness, nimblenessഅർത്ഥം : ଯେଉଁଥିରେ ଉତ୍ସାହ ଅଛି କିମ୍ବା ଉତ୍ସାହରେ ଭରପୂର୍ଣ୍ଣ
ഉദാഹരണം :
ସେ ଉତ୍ସାହ ସହକାରେ ଭାଷଣ ଦେଲା
പര്യായപദങ്ങൾ : ଆବେଶପୂର୍ଣ୍ଣ, ସରଗରମ
മറ്റ് ഭാഷകളിലേക്കുള്ള വിവർത്തനം :
Having or expressing strong emotions.
passionate