അർത്ഥം : ଦେବାଦେବୀଙ୍କ ଉପରେ ସମର୍ପଣ କରାଯାଉଥିବା ସାମଗ୍ରୀ
ഉദാഹരണം :
ତିରୁପତି ମନ୍ଦିରରେ ସବୁଠାରୁ ଅଧିକ ଉତ୍ସର୍ଗ କରାଯାଉଛି
മറ്റ് ഭാഷകളിലേക്കുള്ള വിവർത്തനം :
The offerings of the congregation at a religious service.
offertoryഅർത്ഥം : ବଳି ଦେବା କାର୍ଯ୍ୟ
ഉദാഹരണം :
ସେ ମନ୍ଦିରରେ ଛେଳି ବଳି ଦେଲା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କାହାରି ମଙ୍ଗଳ କାମନାକରି ଧନ ବା କୌଣସି ବସ୍ତୁ ତାହାର ମୁଣ୍ଡରେ ବୁଲାଇ ଦାନ କରିବା ବା କେଉଁଠି ରଖି ଆସିବାର ପ୍ରକ୍ରିୟା
ഉദാഹരണം :
ଅମନ ଲଣ୍ଡା ହେବାପରେ ତା ଜେଜେ ହଜାରେ ଟଙ୍କା ଉତ୍ସର୍ଗ କଲେ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ନିଜ ଅଧିକାର କିମ୍ବା ସତ୍ତ୍ୱକୁ ସଂମ୍ପୂର୍ଣ୍ଣ ଭାବେ ଛାଡ଼ିବାର କ୍ରିୟା
ഉദാഹരണം :
ରାଜାଙ୍କ ପଦ ପରିତ୍ୟାଗରେ ପ୍ରଜା ବହୁତ ଦୁଃଖୀ ଥିଲେ
പര്യായപദങ്ങൾ : ତ୍ୟାଗ, ପରିତ୍ୟାଗ, ପରିବର୍ଜନ
മറ്റ് ഭാഷകളിലേക്കുള്ള വിവർത്തനം :
The act of renouncing. Sacrificing or giving up or surrendering (a possession or right or title or privilege etc.).
forgoing, forswearing, renunciation