അർത്ഥം : ଲେଖା, ଚିତ୍ର ଆଦିର ଅବିକଳ ରୂପ ତିଆରିକରିବା
ഉദാഹരണം :
ବିଦ୍ୟାର୍ଥୀମାନେ କଳାପଟା ଉପରେ ଲେଖାଯାଇଥିବା ପ୍ରଶ୍ନଗୁଡ଼ିକୁ ନିଜ ଖାତାରେ ଉତାରିଲେ
പര്യായപദങ്ങൾ : ନକଲକରିବା, ପ୍ରତିରୂପକରିବା
മറ്റ് ഭാഷകളിലേക്കുള്ള വിവർത്തനം :
लिखावट,चित्र आदि का जैसा है वैसा ही रूप बनाना।
विद्यार्थी ने श्यामपट्ट पर लिखे प्रश्नों को अपनी पुस्तिका में उतारा।അർത്ഥം : ଲାଗିଥିବା ବା ଉପର ବସ୍ତୁକୁ ଅଲଗାକରିବା
ഉദാഹരണം :
କଂସେଇ ଛେଳିର ଚମଡା ଉତାରୁଛି
മറ്റ് ഭാഷകളിലേക്കുള്ള വിവർത്തനം :
Peel off the outer layer of something.
peel offഅർത്ഥം : ନିଆଁ ଉପରେ ପଦାର୍ଥକୁ ରାନ୍ଧି ପ୍ରସ୍ତୁତ କରିବା
ഉദാഹരണം :
ଆପଣ ପାଞ୍ଚମିନିଟ ରୁହନ୍ତୁ,ମୁଁ ସଙ୍ଗେସଙ୍ଗେ ହିଁ କିଛି ପୁରି ତିଆରିକରୁଛି
പര്യായപദങ്ങൾ : ତିଆରିକରିବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ପିନ୍ଧା ବସ୍ତୁକୁ ଖୋଲିବା
ഉദാഹരണം :
ପିଲାମାନେ ଗାଧୋଇବା ପାଇଁ ନିଜ ପୋଷାକ ଖୋଲିଲେ
പര്യായപദങ്ങൾ : ଖୋଲିବା, ବାହାର କରିବା
മറ്റ് ഭാഷകളിലേക്കുള്ള വിവർത്തനം :