അർത്ഥം : ସମୁଦ୍ର ମନ୍ଥନରୁ ଯେଉଁ ଘୋଡ଼ା ବାହାରିଥିଲା ଏବଂ ଯାହାକୁ ଚତୁର୍ଦ୍ଦଶ ରତ୍ନ ମଧ୍ୟରେ ଗଣାଯାଏ
ഉദാഹരണം :
ଉଚ୍ଚୈଃଶ୍ରବା ଅଶ୍ୱ ଧଳା ରଙ୍ଗର ଏବଂ ସାତ ମୁଖବିଶିଷ୍ଟ ବୋଲି ବିଚାର କରାଯାଏ
പര്യായപദങ്ങൾ : ଉଚ୍ଚୈଃଶ୍ରବା, ଉଚ୍ଚୈଃଶ୍ରବା ଅଶ୍ୱ
മറ്റ് ഭാഷകളിലേക്കുള്ള വിവർത്തനം :
वह घोड़ा जो समुद्र मंथन के दौरान निकला था और जिसकी गणना चौदह रत्नों में होती है।
उच्चैःश्रवा सफेद रंग का और सात मुख वाला माना जाता है।An imaginary being of myth or fable.
mythical being