അംഗമാകുക
പേജ് വിലാസം ക്ലിപ്ബോർഡിലേക്ക് പകർത്തുക.
അർത്ഥം : ଢାଳିବା ବା ବହିବାପାଇଁ ପ୍ରବୃତ୍ତ କରିବା
ഉദാഹരണം : ଏହି ତେଲରେ ଝିଟିପିଟି ପଡ଼ିଯାଇଛି - ଏହାକୁ ନଳାରେ ଢାଳିଦିଅ
പര്യായപദങ്ങൾ : ଅଜାଡ଼ିବା, ଢାଳିବା
മറ്റ് ഭാഷകളിലേക്കുള്ള വിവർത്തനം :हिन्दी English
ढलकने या बहने में प्रवृत्त करना।
Cause to flow.
അർത്ഥം : ପଡ଼ିଯାଇ ବୋହିଯିବା
ഉദാഹരണം : ଢାଳର ପାଣି ଢାଳିହୋଇଗଲା
പര്യായപദങ്ങൾ : ଅଜାଡ଼ିହେବା, ଢାଳିହେବା
മറ്റ് ഭാഷകളിലേക്കുള്ള വിവർത്തനം :हिन्दी
गिरकर बहना।
അർത്ഥം : ତରଳ ପଦାର୍ଥକୁ ଗୋଟିଏ ପାତ୍ରରୁ ଅନ୍ୟ ପାତ୍ରରେ ଢାଳିବା
ഉദാഹരണം : ମା ଢାଳରୁ ଗ୍ଲାସକୁ ଦୁଧ ଢାଳୁଛି
तरल पदार्थ को एक बर्तन से दूसरे बर्तन आदि में डालना।
Pour out.
അർത്ഥം : ପକାଇକରି ବୁହାଇବା
ഉദാഹരണം : ସେ ବାସିପାଣିକୁ କିଆରୀରେ ଢାଳିଦେଲା
गिराकर बहाना।
ഇൻസ്റ്റാൾ ചെയ്യുക