അർത്ഥം : କର୍ତ୍ତବ୍ୟ ପାଳନ ବା କୌଣସି ଉଦ୍ଦେଶ୍ୟ ସିଦ୍ଧି ନିମନ୍ତେ ମୃତ୍ୟୁ ଲାଭ କରିବା କ୍ରିୟା
ഉദാഹരണം :
ଦେଶକୁ ସ୍ବାଧୀନ କରିବା ନିମନ୍ତେ ହଜାର ହଜାର ଦେଶପ୍ରେମୀ ନିଜ ପ୍ରାଣର ଆହୁତି ଦେଲେ
മറ്റ് ഭാഷകളിലേക്കുള്ള വിവർത്തനം :
कर्त्तव्य-पालन या किसी उद्देश्य की सिद्धि हेतु मर मिटने की क्रिया।
राष्ट्र को स्वतंत्र कराने के लिए हजारों देशप्रेमियों ने अपने प्राणों की आहुति दी।അർത്ഥം : ମନ୍ତ୍ର ସହିତ ଅଗ୍ନିରେ ଘୃତ ସାମଗ୍ରୀଆଦି ଢାଳିବା କାର୍ଯ୍ୟ
ഉദാഹരണം :
ଆହୁତି ପରେ ପୂଜକ ଯଜମାନଙ୍କ ହାତରେ ରକ୍ଷାସୂତ୍ର ବାନ୍ଧିଲେ