അർത്ഥം : ବିଶେଷ ପ୍ରକାରର ବେଶ-ଭୂଷା ଧାରଣ କରି କରାଯାଉଥିବା ଯେଉଁ ବିଶିଷ୍ଟ ପ୍ରକାର ଅଭିନୟରେ ଅଭିନେତାକୁ କିଛି କହିବାକୁ ବା କରିବାକୁ ପଡେ ନାହିଁ କେବଳ ତାହାର ବେଶ ଭୂଷାରେ କାମ ଚଳିଯାଏ
ഉദാഹരണം :
ଆହାର୍ଯ୍ୟାଭିନୟରେ ତାର କୌଣସି ଉତ୍ତର ନଥିଲା
പര്യായപദങ്ങൾ : ଆହାର୍ଯ୍ୟ
മറ്റ് ഭാഷകളിലേക്കുള്ള വിവർത്തനം :
विशेष प्रकार की वेष-भूषा धारण करके किया जाने वाला वह विशिष्ट प्रकार का अभिनय जिसमें अभिनेता को कुछ बोलना या करना नहीं पड़ता तथा केवल उसकी वेशभूषा से ही काम चल जाता है।
आहार्य्य में उसका कोई जवाब न था।