പേജിന്റെ വിലാസം പകർത്തുക ട്വിറ്ററിൽ പങ്കിടുക വാട്ട്സ്ആപ്പിൽ പങ്കിടുക ഫേസ്ബുക്കിൽ പങ്കിടുക
ഗൂഗിൾ പ്ലേയിൽ കയറുക
പര്യായപദങ്ങളും വിപരീതപദങ്ങളും ഉള്ള ଓଡ଼ିଆ എന്ന നിഘണ്ടുവിൽ നിന്നുള്ള ଆଶ୍ଚର୍ଯ୍ୟହେବା എന്ന വാക്കിന്റെ അർത്ഥവും ഉദാഹരണവും.

ଆଶ୍ଚର୍ଯ୍ୟହେବା   କ୍ରିୟାପଦ

അർത്ഥം : କୌଣସି ନୂଆ ବିଲକ୍ଷଣ ବା ଅସାଧାରଣ କଥା ଦେଖିକରି, ଶୁଣିକରି ବା ଧ୍ୟାନରେ ଆଣିବା ପରେ ମନରେ ସୃଷ୍ଟି ହେଉଥିବା ଭାବର ପ୍ରଦର୍ଶନ

ഉദാഹരണം : ସର୍କସରେ ନଟ ଓ ନଟୀମାନଙ୍କ ଖେଳ ଦେଖି ପିଲାମାନଙ୍କୁ ଆଶ୍ଚର୍ଯ୍ୟ ଲାଗିଲା

പര്യായപദങ്ങൾ : ଚକିତହେବା, ତାଜୁବହେବା, ବିସ୍ମୟହେବା


മറ്റ് ഭാഷകളിലേക്കുള്ള വിവർത്തനം :

किसी नई, विलक्ष्ण या असाधारण बात को देखने, सुनने या ध्यान में आने पर मन में उठने वाला भाव, प्रदर्शित होना।

सर्कस में नट और नटी का खेल देखकर बच्चों को आश्चर्य हुआ।
अकबकाना, अचंभा होना, अचंभित होना, अचम्भा होना, अचम्भित होना, आश्चर्य होना, आश्चर्यचकित होना, चकित होना, ताज्जुब होना, दंग रहना, भौचक होना, भौचक्का होना, विस्मय होना, विस्मित होना, हकबकाना, हैरान होना, होश दंग होना

Come upon or take unawares.

She surprised the couple.
He surprised an interesting scene.
surprise

അർത്ഥം : କିଛି ଦେଖିକରି ଆଶ୍ଚର୍ଯ୍ୟରେ ପଡ଼ିବା

ഉദാഹരണം : ପିଲାଦିନର ସାଙ୍ଗଙ୍କୁ ହଠାତ ଦୁଆରେ ଛିଡ଼ାହୋଇଥିବା ଦେଖିକରି ସେ ଆଶ୍ଚର୍ଯ୍ୟଚକିତ ହୋଇଗଲେ

പര്യായപദങ്ങൾ : ଆବାକାବା ହେବା, ଆଶ୍ଚର୍ଯ୍ୟଚକିତ ହେବ, ବିସ୍ମ୍ୟହେବା