അർത്ഥം : ଘରଆଦି ତିଆରି କରିବା ସମୟରେ ତାହାର ମୂଳଭାଗ ଯାହା କାନ୍ଥର ଦୃଢତା ନିମନ୍ତେ ଜମି ଖୋଳି ଏବଂ ସେଥିରେ କାନ୍ଥର ଯୋଡ଼ାଇ ଆରମ୍ଭକରି ତିଆରି କରାଯାଏ
ഉദാഹരണം :
ନିଅଁ ମଜବୁତ୍ ରହିଲେ ବହୁତଳ ବିଶିଷ୍ଟ କୋଠା ତିଆରି କରାଯାଇପାରେ
പര്യായപദങ്ങൾ : ଆଧାର, ନିଅଁ, ମୂଳ, ମୂଳଦୁଆ
മറ്റ് ഭാഷകളിലേക്കുള്ള വിവർത്തനം :
Lowest support of a structure.
It was built on a base of solid rock.അർത്ഥം : ଜୀବନ ନିର୍ବାହର ଆଧାର
ഉദാഹരണം :
ପିଲାମାନେ ବାର୍ଦ୍ଧକ୍ୟରେ ମା’-ବାପାଙ୍କର ସାହାରା ହୋଇଥାନ୍ତି
പര്യായപദങ്ങൾ : ଅବଲମ୍ବନ, ଆଶ୍ରା, ଆଶ୍ରୟ, ଆସରା, ଭରସା, ସାହାରା
മറ്റ് ഭാഷകളിലേക്കുള്ള വിവർത്തനം :
The activity of providing for or maintaining by supplying with money or necessities.
His support kept the family together.