അർത്ഥം : ଆନ୍ଦୋଳନ କରିବା ନିମନ୍ତେ ପ୍ରଯତ୍ନ
ഉദാഹരണം :
ସରକାରଙ୍କଦ୍ୱାରା ଆଖୁ କାରଖନା ବନ୍ଦ କରିବା ଆଦେଶ ଜାରୀ କରାଯିବାରୁ କୃଷକମାନେ ଆନ୍ଦୋଳନକୁ ଓହ୍ଲାଇଲେ
മറ്റ് ഭാഷകളിലേക്കുള്ള വിവർത്തനം :
A series of actions advancing a principle or tending toward a particular end.
He supported populist campaigns.അർത്ഥം : ଯେଉଁ ଭୀଷଣ ଉପଦ୍ରବର ଉଦ୍ଦେଶ୍ୟ ରାଜ୍ୟ ପ୍ରତି ଅନିଷ୍ଟ କରିବା ଓ କ୍ଷତି ଘଟାଇବା
ഉദാഹരണം :
ମଙ୍ଗଳ ପାଣ୍ଡେଙ୍କ ଇଂରେଜମାନଙ୍କ ବିରୋଧରେ ଥିବା ବିଦ୍ରୋହ ବହୁତ ଦୃଢ଼ ଥିଲା
പര്യായപദങ്ങൾ : ଉପଦ୍ରବ, ଦମନ, ବିଦ୍ରୋହ, ବିପ୍ଳବ, ବିରୋଧ
മറ്റ് ഭാഷകളിലേക്കുള്ള വിവർത്തനം :
Organized opposition to authority. A conflict in which one faction tries to wrest control from another.
insurrection, rebellion, revolt, rising, uprisingഅർത്ഥം : ଲୋକମାନଙ୍କର ଯେଉଁ ସମୂହ କିଛି ବିଶେଷ ଲକ୍ଷ୍ୟପ୍ରାପ୍ତିପାଇଁ ଏକସଙ୍ଗେ ପ୍ରଯତ୍ନଶୀଳ
ഉദാഹരണം :
ଏହି ଆନ୍ଦୋଳନ ନିଜ ଦାବିକୁ ନେଇ କୌଣସି ଆପୋଷ ସମାଧାନ କରିବନାହିଁ
മറ്റ് ഭാഷകളിലേക്കുള്ള വിവർത്തനം :
A group of people with a common ideology who try together to achieve certain general goals.
He was a charter member of the movement.അർത്ഥം : କିଛି ସିଦ୍ଧାନ୍ତକୁ ଆଗକୁ ବଢ଼ାଇବା ବା କୌଣସି ବିଶେଷ ସମାପ୍ତିର ମୋଡ଼ଦବା ବା ନବା କାର୍ଯ୍ୟର ଗୋଟିଏ ଶୃଙ୍ଖଳା
ഉദാഹരണം :
ସେ ଜନବାଦୀ ଆନ୍ଦୋଳନକୁ ସମର୍ଥନ କଲା
പര്യായപദങ്ങൾ : ଅଭିଯାନ
മറ്റ് ഭാഷകളിലേക്കുള്ള വിവർത്തനം :
A series of actions advancing a principle or tending toward a particular end.
He supported populist campaigns.അർത്ഥം : ଅନିର୍ଣ୍ଣୟାତ୍ମକ ସ୍ଥିତିରେ ମନରେ ହେଉଥିବା ଆନ୍ଦୋଳନ
ഉദാഹരണം :
ପରସ୍ପର ବିରୋଧୀ ଭାବ କାରଣରୁ ତା ମନରେ ଆନ୍ଦୋଳନ ହେଉଛି
മറ്റ് ഭാഷകളിലേക്കുള്ള വിവർത്തനം :
A mental state of extreme emotional disturbance.
agitation