അർത്ഥം : ଅଧିକାର, ବଳ ବା ସାମର୍ଥ୍ୟର ଉପଭୋଗ କରି ଯେଉଁ ଶକ୍ତି ନିଜ କାମ କରେ
ഉദാഹരണം :
ଇନ୍ଦିରାଗାନ୍ଧୀ ୧୯୭୫ ରେ ନିଜ କ୍ଷମତାବଳରେ ଜରୁରୀକାଳୀନ ଅବସ୍ଥା ଘୋଷଣା କରିଥିଲେ
പര്യായപദങ്ങൾ : କ୍ଷମତା, ପ୍ରଭୁତ୍ୱ, ଶାସନ, ସତ୍ତା
മറ്റ് ഭാഷകളിലേക്കുള്ള വിവർത്തനം :
The power or right to give orders or make decisions.
He has the authority to issue warrants.അർത്ഥം : ଅଧିପତି ହେବାର ଅବସ୍ଥା ବା ଭାବ
ഉദാഹരണം :
ପୂର୍ବରୁ ଭାରତରେ ବିଦେଶୀମାନଙ୍କର ଆଧିପତ୍ୟ ଥିଲା
പര്യായപദങ്ങൾ : ଅଧିକାର, ପ୍ରଭୁତ୍ୱ, ଶାସନାଧିକାର, ସ୍ୱାମୀତ୍ୱ, ହୁକୁମ
മറ്റ് ഭാഷകളിലേക്കുള്ള വിവർത്തനം :
अधिपति होने की अवस्था या भाव।
पहले भारत पर विदेशियों का आधिपत्य था।