അംഗമാകുക
പേജ് വിലാസം ക്ലിപ്ബോർഡിലേക്ക് പകർത്തുക.
അർത്ഥം : କିଛି ନେବା ଅଥବା ପିଇବାପାଇଁ ପାପୁଲିର ଆଞ୍ଜୁଳି
ഉദാഹരണം : ସେ ଆଞ୍ଜୁଳାରେ ପାଣି ପିଉଛି
പര്യായപദങ്ങൾ : ଅଞ୍ଜଳି, ଆଞ୍ଜୁଳି
മറ്റ് ഭാഷകളിലേക്കുള്ള വിവർത്തനം :हिन्दी
कुछ लेने अथवा पीने के लिए गहरी की हुई हथेली।
അർത്ഥം : ଦୁଇ ହାତକୁ ମିଶାଇ ତେଢ଼ା କଲେ ହେଉଥିବା ଖାଲ ଯେଉଁଥିରେ କିଛି ନିଆଯାଇପାରିବ ବା ଦିଆଯାଇପାରିବ
ഉദാഹരണം : ସେ ଆଞ୍ଜୁଳାରେ ଫୁଲନେଇ ଭଗବାନଙ୍କ ଉପରେ ଚଢ଼ାଇଲା
പര്യായപദങ്ങൾ : ଅଞ୍ଜଳୀ, ଆଞ୍ଜୁଳି
दोनों हथेलियों को मिलाने और टेढ़ा करने से बना हुआ गड्ढा जिसमें भरकर कुछ दिया या लिया जाता है।
അർത്ഥം : ଗୋଟିଏ ଆଞ୍ଜୁଳାରେ ଅଣା ଯାଉଥିବା ମାତ୍ରା
ഉദാഹരണം : ସେ ଭିକାରୀ ଥଳିରେ ଏକ ଆଞ୍ଜୁଳା ଚାଉଳ ଦେଇଦେଲେ
एक अंजुली में आने वाली मात्रा।
ഇൻസ്റ്റാൾ ചെയ്യുക