അർത്ഥം : କୌଣସି ରୋଗ ଆଦିର ନିୟମିତ କୁପ୍ରଭାବ ପଡ଼ିବା ବା ଆକ୍ରମଣ ହେବା
ഉദാഹരണം :
ଅନେକ ଆଗରୁ ଆମ ଗାଆଁରେ ଥରେ ହଇଜାର ପ୍ରକୋପ ପଡ଼ିଥିଲା
പര്യായപദങ്ങൾ : କୁପ୍ରଭାବ ପଡ଼ିବା, ପ୍ରକୋପ ପଡ଼ିବା, ପ୍ରକୋପ ହେବା, ବ୍ୟାପିବା
മറ്റ് ഭാഷകളിലേക്കുള്ള വിവർത്തനം :
किसी रोग आदि का लगातार कुप्रभाव होना या आक्रमण होना।
बहुत पहले हमारे गाँव में एकबार हैजे का प्रकोप हुआ था।