അംഗമാകുക
പേജ് വിലാസം ക്ലിപ്ബോർഡിലേക്ക് പകർത്തുക.
അർത്ഥം : ଦୁଧ ଆଦି ଦ୍ରବ୍ୟକୁ ଚୁଲି ଉପରେ ବସାଇ ବହଳା କରିବାର କାମ
ഉദാഹരണം : ଚାରିକିଲୋ ମଇଁଷି ଦୁଧ ଆଉଟିଲେ ଏକ କିଲୋ ରାବିଡି ମିଳେ
പര്യായപദങ്ങൾ : ଘାଣ୍ଟିବା
മറ്റ് ഭാഷകളിലേക്കുള്ള വിവർത്തനം :हिन्दी English
आग पर चढ़ाकर दूध आदि द्रव पदार्थों को गाढ़ा करने की क्रिया।
The act of increasing the density of something.
അർത്ഥം : ଭଲଭାବରେ ଫୁଟେଇ ଗାଢ଼ା କରିବା
ഉദാഹരണം : ରାବିଡ଼ି ତିଆରି କରିବାପାଇଁ କ୍ଷୀରକୁ ଆଉଟନ୍ତି
പര്യായപദങ്ങൾ : ଫୁଟେଇବା
മറ്റ് ഭാഷകളിലേക്കുള്ള വിവർത്തനം :हिन्दी
अच्छी तरह उबाल कर गाढ़ा करना।
അർത്ഥം : କୌଣସି ତରଳ ପଦାର୍ଥକୁ ଆଞ୍ଚ ଉପରେ ରଖି ଏତେ ଗରମ କରିବା ଯେମିତି ତାହା ଫେଣ ସହିତ ଉପରକୁ ଉଠିବାକୁ ଲାଗିବ
ഉദാഹരണം : ମୁଁ ପିଇବା ପାଇଁ ପ୍ରତିଦିନ ଦଶ ଲିଟର ପାଣି ଫୁଟାଉଛି
പര്യായപദങ്ങൾ : ଗରମକରିବା, ଫୁଟାଇବା
किसी तरल पदार्थ को आँच पर रखकर इतना गरम करना कि वह फेन सहित ऊपर उठने लगे।
Bring to, or maintain at, the boiling point.
ഇൻസ്റ്റാൾ ചെയ്യുക