അർത്ഥം : କୌଣସି ଅସୁର, ରାକ୍ଷସଆଦିଙ୍କର ବଧ
ഉദാഹരണം :
ଯେତେବେଳେ ପୃଥିବୀରେ ଅସୁରମାନଙ୍କ ଅତ୍ୟାଚାର ବଢ଼ିଯାଏ, ଅସୁରବଧ ନିମନ୍ତେ ଈଶ୍ୱରଙ୍କୁ କୌଣସି ନା କୌଣସି ରୂପରେ ଅବତାର ନେବାକୁ ପଡ଼େ
പര്യായപദങ്ങൾ : ଅସୁର ଦଳନ, ଅସୁର ବଧ, ଅସୁର ସଂହାର
മറ്റ് ഭാഷകളിലേക്കുള്ള വിവർത്തനം :