അർത്ഥം : ଜୈନଙ୍କ ବାଇଶତମ ତୀର୍ଥଙ୍କର
ഉദാഹരണം :
ଅରିଷ୍ଟ ନେମୀନାଥ ଭଗବାନଙ୍କ ନାମ ଋଗବେଦରେ ଚାରିଥର ଉଲ୍ଲିଖିତ ହୋଇଛି
പര്യായപദങ്ങൾ : ଅରିଷ୍ଟ ନେମୀନାଥ, ଅରିଷ୍ଟ ନେମୀନାଥ ଭଗବାନ
അർത്ഥം : ସାଗର ରଜାଙ୍କ ଶ୍ୱଶୁର
ഉദാഹരണം :
ଅରିଷ୍ଟନେମୀଙ୍କ ବର୍ଣ୍ଣନା ପୁରାଣରେ ମିଳେ
മറ്റ് ഭാഷകളിലേക്കുള്ള വിവർത്തനം :
An imaginary being of myth or fable.
mythical beingഅർത്ഥം : ଷୋଡ଼ଶତମ ପ୍ରଜାପତି
ഉദാഹരണം :
ଅରିଷ୍ଟନେମୀଙ୍କ ଉଲ୍ଲେଖ ପୁରାଣରେ ରହିଛି
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଜଣେ ପ୍ରଜାପତି
ഉദാഹരണം :
ଅରିଷ୍ଟନେମୀଙ୍କ ବର୍ଣ୍ଣନା ପୁରାଣରେ ମିଳେ
പര്യായപദങ്ങൾ : କଶ୍ୟପ ପ୍ରଜାପତି
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଜଣେ ଜୈନ ତୀର୍ଥଙ୍କର
ഉദാഹരണം :
ନେମିନାଥ ଜୈନଧର୍ମର ଦ୍ୱାବିଂଶ ତୀର୍ଥଙ୍କର ଥିଲେ
മറ്റ് ഭാഷകളിലേക്കുള്ള വിവർത്തനം :
जैनियों के बाईसवें तीर्थंकर।
नेमीनाथ का नाम ऋग्वेद में चार बार प्रयुक्त हुआ है।അർത്ഥം : କଶ୍ୟପ ଋଷିଙ୍କ ପୁତ୍ର
ഉദാഹരണം :
ବିନିତାଙ୍କ ଗର୍ଭରୁ ଅରିଷ୍ଟନେମୀଙ୍କ ଜନ୍ମ ହୋଇଥିଲା
പര്യായപദങ്ങൾ : ଅରିଷ୍ଟ, ଅରିଷ୍ଟଋଷି
മറ്റ് ഭാഷകളിലേക്കുള്ള വിവർത്തനം :
An imaginary being of myth or fable.
mythical being