അർത്ഥം : ନାୟିକାର ଦଶଟି ଭେଦରୁ ଗୋଟିଏ
ഉദാഹരണം :
ଅଭିସାରିକା ହେଉଛି ସେହି ନାୟିକା ଯେ ତା ପ୍ରିୟତମକୁ ସଙ୍କେତସ୍ଥଳକୁ ଡକାଏ ବା ତାକୁ ଭେଟିବାପାଇଁ ନିଜେ ସେଠାକୁ ଯାଏ
മറ്റ് ഭാഷകളിലേക്കുള്ള വിവർത്തനം :
नायिका के दस भेदों में से एक।
अभिसारिका वह नायिका है जो अपने प्रियतम को संकेत स्थल पर बुलाए या उससे मिलने स्वयं वहाँ जाए।