അംഗമാകുക
പേജ് വിലാസം ക്ലിപ്ബോർഡിലേക്ക് പകർത്തുക.
അർത്ഥം : ଘରର ମୁଖ୍ୟ ବା ମୁରବି ଲୋକ
ഉദാഹരണം : ଆମେ ଆମ ମୁରବିମାନଙ୍କୁ ସମ୍ମାନ କରୁ
പര്യായപദങ്ങൾ : ମୁରବି
മറ്റ് ഭാഷകളിലേക്കുള്ള വിവർത്തനം :हिन्दी
घर का अगुआ या बड़ा आदमी।
അർത്ഥം : ଯେଉଁ ବ୍ୟକ୍ତି ଛୋଟପିଲା, ସ୍ତ୍ରୀ ବା ସେପରି ବ୍ୟକ୍ତିମାନଙ୍କର ପାଳନ ପୋଷଣ ବା ଦେଖାଶୁଣା କରନ୍ତି
ഉദാഹരണം : ଆଜି ବିଦ୍ୟାଳୟରେ ଛାତ୍ରମାନଙ୍କର ଅଭିଭାବକମାନଙ୍କୁ ଡକାଯାଇଥିଲା
മറ്റ് ഭാഷകളിലേക്കുള്ള വിവർത്തനം :हिन्दी English
वह जो किसी बालक, स्त्री अथवा ऐसे व्यक्ति की देख-रेख करता हो जो अपनी देख-रेख करने में समर्थ न समझा जाता हो।
A person who cares for persons or property.
ഇൻസ്റ്റാൾ ചെയ്യുക