അർത്ഥം : ପ୍ରଥମେ ଅନୁଭୂତ ହୋଇଥିବା କଥାରୁ ମନରେ ଉତ୍ପନ୍ନ ହୋଇଥିବା ସଂସ୍କାର
ഉദാഹരണം :
ଅଭିଜ୍ଞା ସହଜରେ ନଷ୍ଟ ହୁଏନାହିଁ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଯାହାର ଅନୁଭବ ବା ଅଭିଜ୍ଞତା ରହିଛି
ഉദാഹരണം :
ଏହି କାମ କୌଣସି ଅଭିଜ୍ଞତା ବ୍ୟକ୍ତିଦ୍ୱାରା କରାଇବା ହିଁ ଭଲ ହେବ
പര്യായപദങ്ങൾ : ଅଭିଜ୍ଞତା, ବିଶେଷଜ୍ଞ
മറ്റ് ഭാഷകളിലേക്കുള്ള വിവർത്തനം :
वह जिसे अनुभव या तजुर्बा हो।
यह काम किसी अनुभवी व्यक्ति से ही कराना अच्छा है।അർത്ഥം : ଯେଉଁ ଜ୍ଞାନ ଲୌକିକ ଜ୍ଞାନରୁ ଊର୍ଦ୍ଧ୍ୱରେ
ഉദാഹരണം :
ତାର ପୂର୍ବଜନ୍ମର ପାରଲୌକିକ ଜ୍ଞାନ ଏବେ ବି ଅଛି
പര്യായപദങ്ങൾ : ପାରଲୌକିକ ଜ୍ଞାନ
മറ്റ് ഭാഷകളിലേക്കുള്ള വിവർത്തനം :
वह ज्ञान जो लौकिक ज्ञान से परे हो।
उसकी पूर्वजन्मों की अभिज्ञा अब तक बनी हुई है।