അർത്ഥം : କୌଣସି ବସ୍ତୁ କିମ୍ବା କଥାଆଦି ଉପରେ ବିଚାର ନକରିବାର ଅବସ୍ଥା ବା କ୍ରିୟା
ഉദാഹരണം :
ଅବିଚାରରୁ ମନୁଷ୍ୟ କଠିନତାରେ ଫସିଯାଏ
പര്യായപദങ്ങൾ : ଅଚିନ୍ତନ, ଅନୁଚିନ୍ତନହୀନତା, ଅବିବେଚନା, ଅମନନ, ବିଚାରହୀନତା, ବୋଧନହୀନତା
മറ്റ് ഭാഷകളിലേക്കുള്ള വിവർത്തനം :
The trait of forgetting or ignoring your responsibilities.
heedlessness, inadvertence, inadvertency, unmindfulness