അംഗമാകുക
പേജ് വിലാസം ക്ലിപ്ബോർഡിലേക്ക് പകർത്തുക.
അർത്ഥം : ବିନା ପଲକ ପକେଇ
ഉദാഹരണം : ସେ ଶୂନ୍ୟକୁ ଅପଲକ ଅନାଇଥିଲା
പര്യായപദങ്ങൾ : ନିର୍ନିମେଷ
അർത്ഥം : ପଲକ ନ ପକାଇ ବା ସ୍ଥିର ଦୃଷ୍ଟିରେ
ഉദാഹരണം : ପିଲାଟି ଅନିମେଷ ନୟନରେ ନିଜ ବାପାଙ୍କ ଆଡ଼କୁ ଚାହିଁ ରହିଥିଲା
പര്യായപദങ്ങൾ : ଅନିମେଷ, ଏକଦୃଷ୍ଟିରେ, ଏକାଗ୍ର, ନିର୍ନିମେଷ, ପଲକହୀନ
മറ്റ് ഭാഷകളിലേക്കുള്ള വിവർത്തനം :हिन्दी
बिना पलक झपकाए या स्थिर दृष्टि से।
അർത്ഥം : ପଲକ ନ ପକାଇ ବା ଅପଲକ ଭାବରେ
ഉദാഹരണം : ସେ ଆଗନ୍ତୁକଙ୍କୁ ଅପଲକ ନୟନରେ ଦେଖୁଥିଲା
പര്യായപദങ്ങൾ : ଅନିମେଷ, ଏକଦୃଷ୍ଟି, ନିର୍ନିମେଷ
മറ്റ് ഭാഷകളിലേക്കുള്ള വിവർത്തനം :हिन्दी English
बिना पलक झपकाए या टकटकी बाँधे हुए।
Not shrinking from danger.
ഇൻസ്റ്റാൾ ചെയ്യുക