അംഗമാകുക
പേജ് വിലാസം ക്ലിപ്ബോർഡിലേക്ക് പകർത്തുക.
അർത്ഥം : ଯେଉଁ ବ୍ୟକ୍ତିର କୌଣସି ବିଶେଷ କ୍ଷେତ୍ରରେ ଜ୍ଞାନ, ଅନୁଭବ ଆଦି କମ ଥାଏ
ഉദാഹരണം : ବିଜ୍ଞାନ କ୍ଷେତ୍ରରେ ଆଜି ବି ଆପଣ ଅନଭିଜ୍ଞ
പര്യായപദങ്ങൾ : ଅନଭିଜ୍ଞ
മറ്റ് ഭാഷകളിലേക്കുള്ള വിവർത്തനം :हिन्दी
वह व्यक्ति जिसे किसी विशेष क्षेत्र में ज्ञान, अनुभव आदि की कमी हो।
അർത്ഥം : ଯାହା କମ୍ ପାଚିଛି
ഉദാഹരണം : ରାମ ଦରପାଚିଲା ଆମ୍ବ ଖାଉଛି
പര്യായപദങ്ങൾ : ଅଧାକଞ୍ଚା, ଅଧାପାଚିଲା, ଦରପାଚିଲା
മറ്റ് ഭാഷകളിലേക്കുള്ള വിവർത്തനം :हिन्दी English
जो कम पका हुआ हो।
Insufficiently cooked.
അർത്ഥം : ଯାହା ପାଚି ନାହିଁ
ഉദാഹരണം : ଶ୍ୟାମ କଞ୍ଚାଫଳ ଖାଉଛି
പര്യായപദങ്ങൾ : ଅପକ୍ୱ, କଞ୍ଚା
जो पका हुआ न हो।
അർത്ഥം : ଯାହାକୁ ଚୁଲିରେ ରୋଷେଇ କରିଥିଲେ ମଧ୍ୟ ଠିକ ଭାବରେ ସିଝି ନ ଥାଏ
ഉദാഹരണം : ଆଜି ତରବର ଯୋଗୁଁ ତରକାରି ଦରସିଝା ରହିଗଲା
പര്യായപദങ്ങൾ : ଅଧାସିଝା, ଅପକ୍ୱ, କଞ୍ଚା, ଦରସିଝା
जो आँच पर पकाने के बाद भी ठीक से न पका या गला हो।
അർത്ഥം : ଯାହା ସମ୍ପୂର୍ଣ୍ଣରୂପେ ବିକଶିତ ହୋଇନାହିଁ
ഉദാഹരണം : ଅପରିପକ୍ୱ ବ୍ୟକ୍ତି, ପରିପକ୍ୱ ବ୍ୟକ୍ତି ଉପରେ ନିର୍ଭର କରେ
जो पूरी तरह से विकसित न हो।
Being in the earliest stages of development.
ഇൻസ്റ്റാൾ ചെയ്യുക