പേജിന്റെ വിലാസം പകർത്തുക ട്വിറ്ററിൽ പങ്കിടുക വാട്ട്സ്ആപ്പിൽ പങ്കിടുക ഫേസ്ബുക്കിൽ പങ്കിടുക
ഗൂഗിൾ പ്ലേയിൽ കയറുക
പര്യായപദങ്ങളും വിപരീതപദങ്ങളും ഉള്ള ଓଡ଼ିଆ എന്ന നിഘണ്ടുവിൽ നിന്നുള്ള ଅନ୍ତ എന്ന വാക്കിന്റെ അർത്ഥവും ഉദാഹരണവും.

ଅନ୍ତ   ବିଶେଷ୍ୟ

അർത്ഥം : ସମାପ୍ତ ହେବା କ୍ରିୟା ବା ଭାବ

ഉദാഹരണം : ମହାତ୍ମାଗାନ୍ଧୀଙ୍କ ମୃତ୍ୟୁ ସହିତ ହିଁ ଗୋଟିଏ ଯୁଗର ଅବସାନ ଘଟିଲା

പര്യായപദങ്ങൾ : ଅବସାନ, ଇତି, ଇତିଶ୍ରୀ, ଉପସଂହାର, ପରିଶେଷ, ସମାପ୍ତି


മറ്റ് ഭാഷകളിലേക്കുള്ള വിവർത്തനം :

The act of ending something.

The termination of the agreement.
conclusion, ending, termination

അർത്ഥം : ସଂସାରର ପ୍ରକୃତିରେ ଲୀନ ହୋଇ ଧ୍ୱଂସ ହେବା କ୍ରିୟା ଯାହା ଦୀର୍ଘ ଦିନ ପରେ ହୁଏ ଏବଂ ଯାହାପରେ ପୁଣି ନୂଆ ସୃଷ୍ଟି ହୁଏ

ഉദാഹരണം : ସବୁ ଧର୍ମରେ ଏହା ବିଚାରକରାଯାଏ ଯେ ପ୍ରଳୟ ଦିନ ଏହି ସୃଷ୍ଟି ଶେଷ ହୋଇଯିବ

പര്യായപദങ്ങൾ : ପ୍ରଳୟ, ବିନାଶ, ମହାଧ୍ୱଂସ, ଯୁଗାନ୍ତ, ଯୁଗାନ୍ତକମହାପ୍ରଳୟ


മറ്റ് ഭാഷകളിലേക്കുള്ള വിവർത്തനം :

संसार की प्रकृति में लीन होकर मिट जाने की क्रिया जो बहुत दिनों पर होती है और जिसके बाद फिर नई सृष्टि होती है।

सभी धर्मों में ऐसा माना जाता है कि प्रलय के दिन इस सृष्टि का अंत हो जाएगा।
अंत, अन्त, अभव, कयामत, जगद्विनाश, जहानक, प्रलय, महालय, युगांत, युगांतक, युगान्त, युगान्तक, लय, विनाश, विश्वक्षय

A sudden violent change in the earth's surface.

cataclysm, catastrophe

അർത്ഥം : କୌଣସି ବସ୍ତୁଆଦିର ସମାପ୍ତ ହେବା ଅବସ୍ଥା ବା ଭାବ

ഉദാഹരണം : କଳିଯୁଗର ଅନ୍ତ ନିଶ୍ଚିତ

പര്യായപദങ്ങൾ : ଅବସାନ, ଇତି, ଉପସଂହାର, ଶେଷ, ସମାପ୍ତି

അർത്ഥം : ଆନନ୍ଦ, ଦୁଃଖ ଆଦିର ପରିସୀମା

ഉദാഹരണം : ଏହି ଖବର ଶୁଣିକରି ତାର ଖୁସୀର ସୀମା ରହିଲାନାହିଁ

പര്യായപദങ്ങൾ : ସୀମା


മറ്റ് ഭാഷകളിലേക്കുള്ള വിവർത്തനം :

आनंद, दुःख आदि की परिसीमा।

यह खबर सुनकर उसकी खुशी का पारावार नहीं रहा।
अंत, पारावार, सीमा, हद, हद्द

അർത്ഥം : କୌଣସି ଜିନିଷର ଅସ୍ତିତ୍ୱର ସମାପ୍ତି

ഉദാഹരണം : ବିନାଶ ସମୟରେ ବୁଦ୍ଧି ଭ୍ରଷ୍ଟ ହୋଇଯାଏ

പര്യായപദങ്ങൾ : ଅବଧ୍ୱଂସ, ଧ୍ୱଂସ, ନାଶ, ବିଧ୍ୱଂସ, ବିନାଶ, ବିଲୋପ, ଲୋପ, ସଂହାର


മറ്റ് ഭാഷകളിലേക്കുള്ള വിവർത്തനം :

An event (or the result of an event) that completely destroys something.

demolition, destruction, wipeout

അർത്ഥം : କୌଣସି ଘଟଣା ଆଦିର ନିଷ୍ପାଦନୀୟ ବା ଅନ୍ତିମ ଭାଗ

ഉദാഹരണം : ଏହି ପୁସ୍ତକର ଶେଷଭାଗ ପଢ଼ିବାପରେ ହିଁ ଆପଣ କୌଣସି ନିଷ୍କର୍ଷରେ ପହଞ୍ଚିବେ

പര്യായപദങ്ങൾ : ଅନ୍ତିମ ଭାଗ, ଇତି, ଉପସଂହାର, ଶେଷଭାଗ


മറ്റ് ഭാഷകളിലേക്കുള്ള വിവർത്തനം :

किसी घटना आदि का निष्पादनीय या अंतिम भाग।

इस पुस्तक का अंत पढ़ने के बाद ही आप किसी निष्कर्ष पर पहुँचेंगे।
अंत, अन्त, उपसंहार

ଅନ୍ତ   ବିଶେଷଣ

അർത്ഥം : ଯାହା ସମସ୍ତଙ୍କ ପରେ

ഉദാഹരണം : ଗାଁର ଶେଷସୀମାରେ ଏକ ମନ୍ଦିର ଅଛି

പര്യായപദങ്ങൾ : ଅନ୍ତିମ, ଶେଷ


മറ്റ് ഭാഷകളിലേക്കുള്ള വിവർത്തനം :

जो सबसे बाद का हो।

गाँव के अंतिम छोर पर एक मंदिर है।
अंतिम, अंत्य, अन्तिम, अन्त्य, अवम, आखरी, आख़री, आख़िर, आख़िरी, आखिर, आखिरी, चरम, फाइनल, समाप्तिक

Coming after all others in time or space or degree or being the only one remaining.

The last time I saw Paris.
The last day of the month.
Had the last word.
Waited until the last minute.
He raised his voice in a last supreme call.
The last game of the season.
Down to his last nickel.
last