അർത്ഥം : ଲୁଚାଛପା କଥା ଲକ୍ଷଣରୁ ଜାଣିବା
ഉദാഹരണം :
ଚାକରାଣୀକୁ ଦେଖି ମୁଁ ଅନୁମାନ କରିନେଲି ଯେ ସେ କିଛି ଲୁଚାଉଛି
മറ്റ് ഭാഷകളിലേക്കുള്ള വിവർത്തനം :
Judge tentatively or form an estimate of (quantities or time).
I estimate this chicken to weigh three pounds.അർത്ഥം : ଅନୁମାନ କରିବା
ഉദാഹരണം :
ଆପଣ ଏହି କଲମର ମୂଲ୍ୟ ଅନୁମାନ କରନ୍ତୁ?
പര്യായപദങ്ങൾ : ଅନ୍ଦାଜକରିବା
മറ്റ് ഭാഷകളിലേക്കുള്ള വിവർത്തനം :
Judge tentatively or form an estimate of (quantities or time).
I estimate this chicken to weigh three pounds.അർത്ഥം : କଥାବାର୍ତ୍ତା କରି ବା ଅନ୍ୟ କୌଣସି ପ୍ରକାରରେ ଅନ୍ଦାଜ ଲଗାଇବା
ഉദാഹരണം :
ଗୁପ୍ତଚର ଶତ୍ରୁପକ୍ଷର ଶକ୍ତିର କଳନା କରୁଛି
പര്യായപദങ്ങൾ : ଅନ୍ଦାଜ ଲଗାଇବା, କଳନା କରିବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଏଭଳି ହୋଇପାରେ କିମ୍ବା ଏଭଳି ହେବା ଏହାକୁ ନିଜ ମନରେ ଜାଣିବା
ഉദാഹരണം :
ମଙ୍ଗଳା ଅଧିକତର ଠିକ ଅନୁମାନ କରେ
പര്യായപദങ്ങൾ : ଅଟକଳ କରିବା, ଅନ୍ଦାଜ କରିବା
മറ്റ് ഭാഷകളിലേക്കുള്ള വിവർത്തനം :
ऐसा हो सकता है या होगा ऐसा अपने मन में समझना।
मंगला अधिकतर सही अनुमान लगाती है।Judge tentatively or form an estimate of (quantities or time).
I estimate this chicken to weigh three pounds.