അർത്ഥം : ଯିଏ କୌଣସି ଘଟଣା ନିଜ ଆଖିରେ ଦେଖିଛି
ഉദാഹരണം :
ଓକିଲ ନ୍ୟାୟାଳୟରେ ପ୍ରତ୍ୟକ୍ଷଦର୍ଶୀ ସାକ୍ଷୀକୁ ବହୁତ ପଚରାପଚରି କରୁଥିଲେ
പര്യായപദങ്ങൾ : ପ୍ରତ୍ୟକ୍ଷଦର୍ଶୀ
മറ്റ് ഭാഷകളിലേക്കുള്ള വിവർത്തനം :
जिसने कोई घटना अपनी आँखों से देखी हो।
अधिवक्ता न्यायालय में चश्मदीद गवाहों से काफ़ी पूछाताछ कर रहा था।അർത്ഥം : ଯିଏ ଭୋଗ କରିସାରିଛି ବା ଭୋଗକାରୀ
ഉദാഹരണം :
ଆଜିକାଲି ରେଳରେ ସଂରକ୍ଷଣ ମିଳିବା କେତେ କଷ୍ଟକର ଏହା କୌଣସି ଭୁକ୍ତଭୋଗୀ ବ୍ୟକ୍ତିହିଁ ଜାଣିପାରିବ
പര്യായപദങ്ങൾ : ଭୁକ୍ତଭୋଗୀ, ଭୋଗୀ
മറ്റ് ഭാഷകളിലേക്കുള്ള വിവർത്തനം :
Having experience. Having knowledge or skill from observation or participation.
experienced, experientഅർത്ഥം : ଅନୁଭବ ଧାରଣ କରୁଥିବା ଲୋକ ବା ଯାହାର କୌଣସି କାମ ଓ ବସ୍ତୁର ଅନୁଭବ ଥାଏ
ഉദാഹരണം :
ଏହି କାମପାଇଁ ଅନୁଭବୀ ବ୍ୟକ୍ତିର ଆବଶ୍ୟକତା ରହିଛି
പര്യായപദങ്ങൾ : ଜଣାଶୁଣା
മറ്റ് ഭാഷകളിലേക്കുള്ള വിവർത്തനം :
Having experience. Having knowledge or skill from observation or participation.
experienced, experientഅർത്ഥം : ଯାହାପାଖରେ ଅନୁଭବ କରିବାର ଶକ୍ତି ଥାଏ
ഉദാഹരണം :
ଶ୍ୟାମ ପିଲାଦିନରୁ ହିଁ ଅନୁଭବୀ
മറ്റ് ഭാഷകളിലേക്കുള്ള വിവർത്തനം :